Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମେଡିକାଲରେ ଆଡମିଶନ ନାମରେ ଠକେଇ ଅଭିଯୋଗ

1 min read

ଭୁବନେଶ୍ୱର(ସଖପ୍ର): ମେଡିକାଲ ଆଡମିସନ ନାଁରେ ଠକେଇ । ରାଜଧାନୀ ଭୁବନେଶ୍ୱରରୁ ଆସିଲା ସାଂଘାତିକ ଅଭିଯୋଗ । ମେଡିକାଲରେ ନାଁ ଲେଖାଇ ଦେବାକୁ କହି 60ଲକ୍ଷ ଚଳୁ । ଠକେଇର ଶିକାର ହେବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ ଖଣ୍ଡଗିରି ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ଦେବାଶିଷ ମୁଖାର୍ଜୀ । ବେଙ୍ଗାଲୁରର ଏକ ମେଡିକାଲରେ ଆଡମିସନ କରାଇ ଦେବାକୁ କହି ଅଭିଯୁକ୍ତ ଜଣକ ଟଙ୍କା ହଡପ କରିଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *