Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ବଢିଲା

1 min read

ଭୁବନେଶ୍ୱର (ସଖପ୍ର) : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ରାଜ୍ୟ ପରିବହନ ବିଭାଗ ତରଫରୁ ନିର୍ଦ୍ଦେଶ ରହିଥିଲା। ସେହି ସମୟ ସୀମା ମଧ୍ୟରେ ସମସ୍ତ ଗାଡିର ନମ୍ବରପ୍ଲେଟ ଲଗାଯିବା ସମ୍ଭବ ନୁହେଁ ବୋଲି ରାଜ୍ୟ ପରିବହନ ବିଭାଗ ହାଇସିକ୍ୟୁରିଟି ରେଜିଷ୍ଟ୍ରସନ ନଂ ପ୍ଲେଟ ଅବଧି ବଢାଇଛନ୍ତି । ୧, ୨, ୩, ୪ ଗାଡିର ଶେଷ ନଂ ଥିଲେ ନଭେମ୍ବର ୩୦ ତାରିଖକୁ ଏହାର ଅବଧି ବଢାଯାଇଛି । ସେହିପରି ୫, ୬ ନମ୍ବର ଥିଲେ ଏହାର ଅବଧି ଡିସେମ୍ବର ୩୧ ତାରିଖକୁ ବଢାଯାଇଛି । ଗାଡିର ଶେଷ ନଂ ୭ ଓ ୮ ଥିଲେ ୨୦୨୩ ଜାନୁଆରୀ ୩୧ ତାରିଖକୁ ବଢାଯାଇଛି । ୯ ଓ ୦ ଥିଲେ ୨୦୨୩ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଅବଧି ବଢାଯାଇଛି ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

“The Odisha government has been pleased to approve your proposal for extension of timeline for fixation of HSRP in old vehicles registered prior to 01.04.2019 up to February, 2023,” the notification read.

Revised Timeline For HSRP

  • Vehicles carrying Odisha registration mark and registration number ending with 1,2,3 and 4: November 30, 2022
  • Vehicles carrying Odisha registration mark and registration number ending with 5 and 6: December 31, 2022
  • Vehicles carrying Odisha registration mark and registration number ending with 7and 8: January 31, 2023
  • Vehicles carrying Odisha registration mark and registration number ending with 9 and 0: February 28, 2023

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *